ଅବସରପ୍ରାପ୍ତ କର୍ମଚାରି ଙ୍କ ପରଲୋକ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଳସାଗୋରା ପଂଚାୟତ ଅନ୍ତର୍ଗତ ଗୁଆବାହାଲ (ହରିପୁର )ଗ୍ରାମର ଅବସର ପ୍ରାପ୍ତ ଜଙ୍ଗଲ (କର୍ପୋରେସନ )କର୍ମଚାରୀ ତଥା ଅଂଚଳର ବିଶିଷ୍ଟ ବ୍ୟକ୍ତି ମକୁନ୍ଦ ରଣlଙ୍କ ଗତକାଲି ପରଲୋକ ହୋଇଯାଇଛି l ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା l ଗ୍ରାମ ମଶାଣିରେ ତାଙ୍କର ଶବଦାହ କରା ଯାଇଥିବାବେଳେ ପୁଅ ଘନଶ୍ୟାମ ରଣା ମୁଖାଗ୍ନି ଦେଇଥିଲେ l
What's Your Reaction?






