କୋକସରା ବ୍ଲକ ଭାରପ୍ରାପ୍ତ ବିଡ଼ିଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କଳାହାଣ୍ଡି

Oct 23, 2024 - 07:00
 0  5
କୋକସରା ବ୍ଲକ ଭାରପ୍ରାପ୍ତ ବିଡ଼ିଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କଳାହାଣ୍ଡି

କୋକସରା: ଲୋକ୍ ଆବାଜ୍.ଇନ୍(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ )

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରିଣୀ ସ୍ନେହପ୍ରଭା ମାଝୀ ମାତୃତ୍ୱ ଜନିତ ଛୁଟି ରେ ରହିଥିବା କାରଣରୁ ତାଙ୍କ ସ୍ଥାନରେ ଭାରପ୍ରାପ୍ତ ବିଡିଓ ଭାବେ ଜୟପାଟଣା ବ୍ଲକ ର ଅତିରିକ୍ତ ବିଡ଼ିଓ ଥିବା ବିଶ୍ୱନାଥ ରାଉତ ମଙ୍ଗଳବାର କୋକସରା ବ୍ଲକ ରେ ଯୋଗଦେଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ,ବିଏସଏସଓ ଦୀପକ କୁମାର ବେହେରା, ମୁଖ୍ୟ କିରାଣୀ ବିନୋଦ ନାଏକ, ସହକାରୀ କିରାଣୀ ରଞ୍ଜନ ରାଉତ,କନିଷ୍ଠ ଯନ୍ତ୍ରୀ ଅଜୟ ସେନାପତି, କୀର୍ତି ବେହେରା ମନରେଗା ବିଭାଗ ଏପିଓ ଓ ବ୍ଲକ ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

What's Your Reaction?

like

dislike

love

funny

angry

sad

wow