କଣ୍ଟାମାଳ ରେ ଦୀନ ଦୟାଲ ଉପାଧ୍ୟାୟ ଙ୍କ ଜୟନ୍ତୀ ପାଳିତ

କଣ୍ଟାମାଳ :ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୂର୍ତ୍ତ ବିଭାଗ ବଙ୍ଗଳାଠାରେ କଣ୍ଟାମାଳ ମଣ୍ଡଳ ସଭାପତି ଅନିଲ ପ୍ରଧାନ ଙ୍କ ସଭାପତିତ୍ୱରେ ଦୀନ ଦୟାଲ ଉପାଧ୍ୟlୟ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି!ମୁଖ୍ୟ ଅତିଥି ଭାବରେ କଣ୍ଟାମାଲବିଧାନସଭା ନିର୍ବାଚନ ମଣ୍ଡଳୀର ସଦସ୍ୟତା ପ୍ରଭାରୀ ଆନନ୍ଦ ବାରିକ ଯୋଗଦେଇ ଦୀନ ଦୟାଲ ଉପାଧ୍ୟlୟ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ !ଉକ୍ତ କାର୍ଯ୍ୟ କ୍ରମରେ ଘଣ୍ଟାପଡା ମଣ୍ଡଳ ସଭାପତି ପିନାକଧର ରଣା, ମନମୁଣ୍ଡା ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍, ଋଣ୍ଡିମହୁଲ ସରପଞ୍ଚତଥା ବିଜେପି ନେତା ପଞ୍ଚାନନ ସାହୁ, ବିଜେପି ନେତା ସତ୍ୟନାରାୟଣ ମାଝୀ, କଣ୍ଟାମାଲ ଶକ୍ତିକେନ୍ଦ୍ର ପ୍ରମୁଖ ରାଜୀବ ମିଶ୍ର,ଆଦିବାସୀ ନେତା ଡମ୍ବରୁ ଧର କଂହର,ମହେନ୍ଦ୍ର କୁମାର ସାହୁ,ବିଜେପି ନେତା ଶିତିକଣ୍ଠ ମିଶ୍ର, ବିଜିତ ପ୍ରଧାନ, ନୀଲ ବଘାର ପ୍ରମୁଖ ଯୋଗ ଦେଇଥିଲେ!
What's Your Reaction?






