କର୍ଲାମୁଣ୍ଡା ସଚେତନ କମିଟି ପକ୍ଷରୁ ସ୍ୱାଧୀନତା ଦିବସ ପାଳନ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ (ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଚେତନ କମିଟି ପକ୍ଷରୁ ବ୍ଲକ ସଦର ମାର୍କେଟ କମ୍ପ୍ଲେସ ପରିସର ରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ କମିଟି ର ସଭାପତି ଦଶ ରଥ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏଥିରେ ସ୍ଥାନୀୟ କଲେଜ ର ଛାତ୍ର ଛାତ୍ର ମାନଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
ଠୀକ ସେହିପରି ବ୍ଳକ ସଦର ନୋଡାଲ ପ୍ରାଥମିକ ବିଦ୍ୟାଳୟ ଠାରେ ସମାଜ ସେବୀ ଦୀନବନ୍ଧୁ ସାହୁ (ଘିନୁ) ଜାତୀୟ ପତାକା ଉତ୍ତୋଳନ କରିଥିଲେ।
What's Your Reaction?






