କ୍ଲଷ୍ଟର ସ୍ତରୀୟ ସୁରଭି ଓ ଲୋକକଳା କାର୍ଯ୍ୟକ୍ରମ ଅନୁଷ୍ଠିତ l

Oct 1, 2024 - 12:44
 0  21
କ୍ଲଷ୍ଟର ସ୍ତରୀୟ  ସୁରଭି ଓ ଲୋକକଳା କାର୍ଯ୍ୟକ୍ରମ ଅନୁଷ୍ଠିତ l

ବାଲିଗୁଡା : ଲୋକ ଆବାଜ୍: ଇନ୍ (ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ବ୍ଲକ ଅନ୍ତର୍ଗତ କିଲୁପଦା ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି ଓ ଲୋକକଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l

ଏହି ଅବସରରେ ସାଇନପଡା ଗ୍ରାମ ପଞ୍ଚାୟତ ର ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ବକୃତା, ଚିତ୍ରାଙ୍କନ ଓ ଲୋକକଳା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ l ଜରଙ୍ଗା ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ କନ୍ଧମାଳ ର ସର୍ବ ପ୍ରାଚୀନ ଲୋକ କଳା ସଂସ୍କୃତି, ଆଦିମ ଅଧିବାସୀ ଙ୍କ ଜୀବନ ଜାପାନ ଶୈଳୀ ନିଖୁଣ ଅଭିନୟ ଓ ନୃତ୍ୟ ଡାକୁଲ ନାଚ ଲାଇଭ ସୋ ପ୍ରଦର୍ଶନ କରିଥିଲେ ଯାହାକି ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରିଥିଲା l ଲୋକକଳା ଲୋକ ସଂସ୍କୃତି ବିଲୁପ୍ତ ହେବାକୁ ବସିଥିବା ବେଳେ ରାଜ୍ୟ ସରକାର ଲୋକକଳା କୁ ବିଦ୍ୟାଳୟ ସ୍ତରରେ ସ୍ଥାନିତ କରିଥିବାରୁ ସମସ୍ତେ ଖୁସି ପ୍ରକଟ କରିଛନ୍ତି

What's Your Reaction?

like

dislike

love

funny

angry

sad

wow