ଜିଲ୍ଲାପାଳ ଅଧିକାରୀଙ୍କ ଉପସ୍ଥାନ ଦେଖିବା ଜରୁରୀ

Aug 18, 2025 - 19:16
 0  7
ଜିଲ୍ଲାପାଳ ଅଧିକାରୀଙ୍କ ଉପସ୍ଥାନ ଦେଖିବା ଜରୁରୀ

ନୂଆପଡ଼ା:ଲୋକ ଆବାଜ୍. ଇନ୍(ରାମନାଥ ପଣ୍ଡା)

  ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ଜନ ଅଭିଯୋଗ ଶୁଣାଣୀ ବା ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ ଶାସନ ବ୍ୟବସ୍ଥା ପାଇଁ ଏକ ସୁନ୍ଦର ଚିନ୍ତାଧାରା ଯାହା ନିୟମିତ ଭାବରେ କରୁଛନ୍ତି ଅଧିକାରୀ କିନ୍ତୁ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି କିଛି ଅଧିକାରୀଙ୍କ ଅନୁପସ୍ଥିତି ଯାହାକି ଅଭିଯୋଗକାରୀଙ୍କ ସମସ୍ୟା ସମାଧାନ ହେବାରେ ବିଳମ୍ବର କାରଣ ପାଲଟିଛି | ଏହି ଶିବିର ଗୁଡିକ ରେ ସାଧାରଣ ଲୋକେ ବିଭିନ୍ନ ସମସ୍ୟା ( ଗୋଷ୍ଟୀଗତ ଓ ବ୍ୟକ୍ତିଗତ) ଧରି ଅନେକ ଆଶା ଓ ବିଶ୍ୱାସ ର ସହିତ ଆସି ପହଞ୍ଚିଥାନ୍ତି, ବେଳେ ବେଳେ ସେମାନଂକୁ ନିରାଶ ହେବାକୁ ପଡ଼ୁ ଥିବା ଦେଖିବାକୁ ମିଳୁଛି |  ।ଜିଲ୍ଲାପାଳ ପ୍ରତି ବ୍ଲକର ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ର ଅଧିକାରୀଙ୍କ ଉପସ୍ଥାନ ଦେଖିବା ଜରୁରୀ ବୋଲି ଅଭିଯୋଗକାରୀଙ୍କ ମଧ୍ୟରେ ଆଲୋଚନା ହେବା ଦେଖିବାକୁ ମିଳୁଛି ।

What's Your Reaction?

like

dislike

love

funny

angry

sad

wow