ତୁର୍ଲାଖମନ୍ ଠାରେ ବିଶ୍ୱ ଯୋଗ ଦିବସ

Jun 21, 2026 - 21:15
 0  25
ତୁର୍ଲାଖମନ୍ ଠାରେ ବିଶ୍ୱ ଯୋଗ ଦିବସ

କେସିଙ୍ଗା: ଲୋକ ଆବାଜ୍.ଇନ୍(ତସିଲ ସାହୁ ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତୁର୍ଲାଖମନ୍ ଗ୍ରାମ ପଞ୍ଚାୟତ ପରିସରରେ ରବିବାର ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗ ଗୁରୁ ଭାବେ ଏଡିଇଓ ଶିବ କୁମାର ଭୋଇ ଯୋଗ ଦେଇ ଆଜିର ଦିନ ରେ ଯୋଗ ର ଆବଶ୍ୟକତା ଓ ଯୋଗ ଅଭ୍ୟାସ କଲେ ଆମେ ନିରୋଗୀ ହେଇ ପାରିବା ବୋଲି କହିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପାର୍ବତୀ ସାହୁ, ସମ୍ମାନିତ ଅତିଥି ଭାବେ କଶୃପଡା ମଣ୍ଡଳ ସଭାପତି ଋତୁ ପୂର୍ଣ୍ଣ ସାହୁ, ଉପସଭାପତି ତସିଲ ସାହୁ, ଆଇସି ଡିଏ ସ କର୍ମୀ ଗୀତା ସାହୁ, ଆଶା କର୍ମୀ ସୁମତି ଗହୀର, ୱାର୍ଡ ମେମ୍ବର ପାର୍ଥ ସାହୁ, ସାବିତ୍ରୀ ସାହୁ, ଘନ ଶ୍ୟାମ ନାଏକ, ପ୍ରାଣୀ ଚିକିତ୍ସା ବିଭାଗ କର୍ମଚାରୀ,କୃଷି ବିଭାଗ କର୍ମଚାରୀ , ଉଦ୍ୟାନ ବିଭାଗ କର୍ମୀ ମାନେ ଉପସ୍ଥିତ ଥିଲେ 

What's Your Reaction?

like

dislike

love

funny

angry

sad

wow