ଧବଳେଶ୍ୱର ମହାବିଦ୍ୟାଳୟ ର ସ୍ୱାଗତ ଦିବସ

Sep 18, 2024 - 19:24
 0  54
ଧବଳେଶ୍ୱର ମହାବିଦ୍ୟାଳୟ ର ସ୍ୱାଗତ ଦିବସ

କଳାହାଣ୍ଡି:ଲୋକ୍ ଆବାଜ୍‌.ଇନ୍‌(ବ୍ୟୁରୋ)

 ଧବଳେଶ୍ୱର ମହାବିଦ୍ୟାଳୟ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ସ୍ୱାଗତ ଦିବସ ଆଜି ଅନୁଷ୍ଠିତ ହୋଇଯାଇଛି.  । ଏଥିରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ପୋଲିସ ଅଧିକାରୀ  ବୈଦ୍ୟ ନାରାୟଣ ଭୋଇ ସନମାନୀୟ ଅତିଥି ସରପଞ୍ଚ ମୋହନଗିରି  ସୁରେନ୍ଦ୍ର ଧରୁଆ ଅଧକ୍ଷ ବିଭୁପୟର ପଟନାୟକ ପରିଚାଳନା କମିଟି ସମ୍ପାଦକ  ଶୁକଦେବ ସାହୁ ଅଧ୍ୟାପକ ଲଷ୍ମୀକାନ୍ତ ବେହେରା ମଂଚାସୀନ ଥିଲେ.  ।ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ନିଜ ନିଜ ମଧ୍ୟ୍ୟ ରେ ରହିଥିବା ଅନ୍ତର ନିହିତ ଗୁଣା ବଳି ଓ ଶିକ୍ଷା ବିଷୟ ରେ ଆଲୋକ ପାତ କରି ନୃତ୍ୟ ଓ ସଂଗୀତ ମାଧ୍ୟମ ରେ ଝୁମିଥଲେ  ।ଉକ୍ତ କାର୍ଯ୍ୟକ୍ରମ କୁ ଅଧ୍ୟପାକ ରୋହିତ ସୁନା ପରିଚାଳନା କରିଥିଲେ ଓ ଅଧ୍ୟାପିକା ମିନାକ୍ଷୀ ଭୋଇ ସାଗରିକ ଭୋଇ ଅଚ୍ୟୁତ ମହାଖୁର. ନିରଞ୍ଜନ ରଣା ଧୀରନ୍ଦ୍ର ବିଶ୍ୱାଳ ଅଲେଖ ସାହୁ ରିଷି କେଶ ସାହୁ ସହିତ କଲେଜ ର ସମସ୍ତେ ସହଯୋଗ କରିଥିଲେ  ।

What's Your Reaction?

like

dislike

love

funny

angry

sad

wow