ନୂଆପଡ଼ା ଉପନିର୍ବାଚନର ୫ ଜଣଙ୍କ ନାମାଙ୍କନ ପତ୍ର ନାକଚ l

Oct 22, 2025 - 18:18
 0  72
ନୂଆପଡ଼ା ଉପନିର୍ବାଚନର ୫ ଜଣଙ୍କ ନାମାଙ୍କନ ପତ୍ର ନାକଚ l

ନୂଆପଡ଼ା:ଲୋକ ଆବାଜ. ଇନ/ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ଆଜି ନାମାଙ୍କନ ପତ୍ର ଯାଞ୍ଚ ପରେ ୧୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହେବା ସହ ୧୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି ।ନାକଚ ପ୍ରାର୍ଥୀଙ୍କ ନାମ ରାଜାରାମ ସାହୁ- ବହୁଜନ ସମାଜ ପାର୍ଟି, ସୀତାରାମ ବେହେରା - ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ, କମଲ କୁମାର ଛତ୍ରିଆ - ସ୍ଵାଧୀନ , ପୁରୁଷୋତ୍ତମ ବେହେରା- ସ୍ଵାଧୀନ , ଭୁଜବଳ ଆଡବାଙ୍ଗ - ସ୍ଵାଧୀନ ପ୍ରାର୍ଥୀ 

What's Your Reaction?

like

dislike

love

funny

angry

sad

wow