ନୂଆପଡ଼ା ଜିଲ୍ଲା ବି ଜେ ପି ପଦାଧିକାରୀ ତାଲିକାରେ ସଙ୍ଗୀତା ମାଝୀ

Dec 31, 2025 - 21:42
 0  30
ନୂଆପଡ଼ା ଜିଲ୍ଲା ବି ଜେ ପି ପଦାଧିକାରୀ ତାଲିକାରେ ସଙ୍ଗୀତା ମାଝୀ

ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ )

ଓଡ଼ିଶା ରାଜ୍ୟ ବି ଜେ ପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନରେ ନୂଆପଡ଼ା ଜିଲ୍ଲା ବିଜେପି ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି।ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ,ଉପ ସଭାପତି ଦାୟିତ୍ୱ ୮ ଜଣଙ୍କୁ, ସାଧାରଣ ସମ୍ପାଦକ ଦାୟୀତ୍ୱ ୩ ଜଣଙ୍କୁ,ସମ୍ପାଦକ ଓ ସମ୍ପାଦିକା ଦାୟୀତ୍ୱ ୮ ଜଣଙ୍କୁ,କୋଷାଧ୍ୟକ୍ଷ ଜଣେ,ଅଫିସ ସେକ୍ରେଟାରୀ ଜଣେ,ଆଇ ଟି ସେଲ ଜଣେ,ମେଡିଆ ସେଲ ଜଣେ ଓ ସୋସିଆଲ ମିଡିଆ ପାଇଁ ଜଣଙ୍କୁ ଦାୟୀତ୍ୱ ଦିଆଯାଇଛି ।ସମୁଦାୟ ୨୫ ଜଣଙ୍କ ନାମ ଘୋଷଣା କରାଯାଇଛି ।ସଭାପତି କମଲେଶ ଦୀକ୍ଷିତ, ଉପସଭାପତି ଡଃ ସୋନିଆ ଜୈନ,ଦିଲୀପ ନିର୍ମଲକର,ଅବନୀ ରଞ୍ଜନ ଯୋଶୀ,ବିକ୍ରମ ଆଡବଙ୍ଗ,ଦେବ ଦେବ ପ୍ରସାଦ ସିଂ ଦେଓ,ସନ୍ଦୀପ ଶର୍ମା,ରାତ୍ରାନନ୍ଦ ମାନହିରା,ଦୃଷ୍ଟି ଚନ୍ଦ୍ର ମାଝୀ । ସାଧାରଣ ସମ୍ପାଦକ ତୁଳସ ପଟେଲ,ଅଜିତ ଚଲାନ ଓ ଅଭିନନ୍ଦନ ପଣ୍ଡା ।ସମ୍ପାଦକ ଓ ସମ୍ପାଦିକା ଆଶା ଜୈନ,ଭୁବନେଶ୍ଵରୀ ଦଣ୍ଡସେନା,କାଳିଆ ପ୍ରଧାନ,ପ୍ରିୟ ରଞ୍ଜନ ମେହେର, ଥାନ ସିଂ ଠାକୁର, ପୂର୍ଣ୍ଣମୀ ମାଝୀ,ସବିତା ଶବର, ସଙ୍ଗୀତା ମାଝୀ ।କୋଷାଧ୍ୟକ୍ଷ ଚନ୍ଦ୍ର ହାସ ସାହୁ ।ଅଫିସ ସେକ୍ରେଟାରୀ ବିଜୟ ଚନ୍ଦ୍ରପାର,ଆଇ ଟି ସେଲ ଅଭିଜିତ ପଣ୍ଡା,ମେଡିଆ ସେଲ ରାହୁଲ ଯାଦବ ଓ ସୋସିଆଲ ମିଡିଆ ଅର୍ଜ୍ଜୁନ ଜଗତ ।ବର୍ତ୍ତମାନ ବୋଡ଼େନ ବ୍ଲକ ଉପାଧ୍ୟକ୍ଷା ଅଛନ୍ତି ସଙ୍ଗୀତା ମାଝୀ ।

What's Your Reaction?

like

dislike

love

funny

angry

sad

wow