ପଲଶାଗୋରା କଲେଜ ରେ ଜାତୀୟ ସେବା ଯୋଜନା ସଚେତନତା ଶିବିର

Oct 27, 2024 - 12:23
 0  13
ପଲଶାଗୋରା କଲେଜ ରେ ଜାତୀୟ ସେବା ଯୋଜନା ସଚେତନତା ଶିବିର

ପଲଶାଗୋରା କଲେଜ ରେ ଜାତୀୟ ସେବା ଯୋଜନା ସଚେତନତା ଶିବିର

କଣ୍ଟାମାଳ : ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ପରିବେଶ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି |କଲେଜ ଅଧ୍ୟକ୍ଷ ଡ଼ ସୁରେଶ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ଶିବିର ରେ ପୂର୍ବତନ କଲେଜ ଅଧ୍ୟକ୍ଷ ଦେବେନ୍ଦ୍ର ନାରାୟଣ ପଣ୍ଡା, ମୁଖ୍ୟ ବକ୍ତା ଭାବେ ପବିତ୍ର ମୋହନ ପୁଜାହାରୀ ଯୋଗଦେଇ ସଚେତନତା ବାର୍ତ୍ତା ଦେଇଥିଲେ |ବିଭାଗୀୟ ଅଧିକାରିଣୀ ପ୍ରଜ୍ଞା ପରିମିତା ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ଅଧ୍ୟାପକ ବିଶେଶ୍ୱର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |ଏହି କାର୍ଯ୍ୟକ୍ରମ ରେ କଲେଜ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ସହଯୋଗ କରିଥିଲେ

What's Your Reaction?

like

dislike

love

funny

angry

sad

wow