ପାରୁଭଟ୍ଟା ରେ ୩୫ ତମ ଗିରିଗୋବର୍ଦ୍ଧନ ଯାତ୍ରା ପାଳିତ

Nov 3, 2024 - 21:28
 0  24
ପାରୁଭଟ୍ଟା ରେ ୩୫ ତମ ଗିରିଗୋବର୍ଦ୍ଧନ ଯାତ୍ରା ପାଳିତ

ବାଲିଗୁଡା :ଲୋକ ଆବାଜ. ଇନ (ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

-କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ପରୁଭଟ୍ଟା ଗାଁ ରେ ୩୫ ତମ ଗିରିଗୋର୍ଦ୍ଧନ ଯାତ୍ରା ମହା ଆଡମ୍ବର ସହକାରେ ପାଳିତ l ଖମନଖୋଲ ଗ୍ରାମ ପଞ୍ଚାୟତ ର ପରୁଭଟ୍ଟା ଗାଁ ରେ ଦୀର୍ଘ ୩୫ ବର୍ଷହେବ ଏହି ଯାତ୍ରା ପାଳିତ ହୋଇ ଆସୁଛି l ଚଳିତ ବର୍ଷ ଗିରିଗୋବର୍ଦ୍ଧନ ଯାତ୍ରା କମିଟି ପକ୍ଷରୁ ବହୁ ଆଡ଼ମ୍ବର ସହକାରେ ପାଳିତ ହେଉଥିବା ବେଳେ ଦୁଇ ଦିନ ହେବ ଯାତ୍ରା ମେଳା ଲାଗି ରହିଛି ବାଲିଗୁଡା ର ସମ୍ପୂର୍ଣ୍ଣ ମହାଭାରତ ନାଟକ ମଞ୍ଚସ୍ଥ ହୋଇ ଯାଇଛି ଯାତ୍ରା ଦେଖିବାକୁ ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାରୁ ବହୁ ଦର୍ଶକ ଙ୍କ ସମାଗମ ହୋଇଥିବା ଜଣା ପଡିଛି l

What's Your Reaction?

like

dislike

love

funny

angry

sad

wow