ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଙ୍କ ଦୀପାବଳି ଭେଟି

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଓଡିଶା ର ବାଣିଜ୍ୟ, ପରିବହନ, ଖଣି ଓ ଇଶ୍ୱlତ ମନ୍ତ୍ରୀ ମାନ୍ୟବର ବିଭୁତି ଭୂଷଣ ଜେନା ଙ୍କ ଦୀପାବଳି ଭେଟି l ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା କନ୍ଧମାଳ ଭାଜପା ସଭାପତି ଜଗନ୍ନାଥ ସାହୁ ଙ୍କ ନିକଟରେ ଉପହାର ପଠାଇଛନ୍ତି l ଯାହାକୁ ନେଇଁ ଭାଜପା ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁ ଖୁସି ପ୍ରକଟ କରିଛନ୍ତି l
What's Your Reaction?






