ବିପୁଳ ପରିମାଣରେ ଗଂଜେଇ ଜବତ

ବାଲିଗୁଡା ଲୋକ ଆବାଜ. ଇନ (ପ୍ରମୋଦ କୁମାର ଦଣ୍ଡସେନା )
କୋଡିଏ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଗଞ୍ଜେଇ ଜବତ କଲା ବାଲିଗୁଡା ପୋଲିସ l
ବିପୁଳ ଗଞ୍ଜେଇ ପରିମାଣରେ ଗଂଜେଇ ରାଜ୍ୟ ବାହାରକୁ ଚାଲାଣ ପାଇଁ ସଜବାଜ ବେଳେ ବାଲିଗୁଡା ପୋଲିସ ର ଚଢ଼ାଉ l
ବାଲିଗୁଡା ଥାନା ମହାସିଙ୍ଗ ପଂଚାୟତ ର ଯାକେରୀପଡା ଗାଁ ଜଙ୍ଗଲ ରେ ଗଂଜେଇ ଭର୍ତି ୧୮ଗୋଟି ପକେଟ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ପୋଲିସ ଚଢ଼ାଉ କରିଛି l ଚଢ଼ାଉ କରି ୬୬0 କେଜି ଗଂଜେଇ ଜବତ କରାଯାଇଥିବା ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି l ଯାକେରୀପଡା ଗାଁ ଜଙ୍ଗଲ ରେ ପୋଲିସ ର ଚଢ଼ାଉ ବେଳେ ମୁଖା ପିନ୍ଧା ୪ ଜଣ ମାଫିଆ ଚମ୍ପଟ ମାରିବା ରେ ସଫଳ ହୋଇଛନ୍ତି l
ତେବେ ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହୋଇଥିବା ବାଲିଗୁଡା ଏସଡ଼ିପିଓ ସୂଚନା ଦେଇଛନ୍ତି l
What's Your Reaction?






