ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Oct 21, 2024 - 21:48
 0  14
ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେମାଗଣା ଚକ୍ଷୁ ଚିକତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛିl , ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ, ସଂମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସେନାକର୍ମଚାରୀ ମହେନ୍ଦ୍ର କୁମାର ସାହୁ, ବିଜେପି କଣ୍ଟାମାଳ ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ, ସମାଜସେବୀ ଚାଷୀ ନେତା ଠାକୁର ଚରଣ ନାୟକ, ସମାଜସେବୀ ଚୈତନ୍ୟ ବେହେରା, ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ, ଏହି ଶିବିର କୁ ଜିଲ୍ଲା ସଂଯୋଜକ ଧର୍ମରାଜ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛିl ପଣ୍ଡାପାଲି ନେତ୍ର ଚିକିତ୍ସାଳୟ ର ଡାକ୍ତର ମନୋଜ କୁମାର ସାହୁ ଏବଂ ସହକର୍ମୀ ସହାୟତା କରିଥିଲେ, ଏହି ଶିବିର ରେ ୨୫ଜଣ ଙ୍କୁ ସଫଳ ଚିକିତ୍ସା ପାଇଁ ପଣ୍ଡାପାଲି ପଠା ଯାଇଛି l

What's Your Reaction?

like

dislike

love

funny

angry

sad

wow