ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

Oct 21, 2024 - 21:57
 0  25
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ବ୍ଲକ ସମ୍ବିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରଗୋଣ୍ଡା ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ସମୁଦାୟ ୧୧୧ଗୋଟି ଆପତ୍ତି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦୦ଟି ବ୍ୟକ୍ତିଗତ ଓ ୧୧ଗୋଟି ସାମୁହିକ ମାମଲା ରହିଥିଲ!ଚିକତ୍ସା ପାଇଁ ୧୯ଜଣଙ୍କୁ ସହାୟତା ଦିଆ ଯାଇ ଥିଲା l ବାର୍ଦ୍ଧକ୍ଷଭତ୍ତା ,ବିକଳାଙ୍ଗଭତ୍ତା, ବିଧବା ଭତ୍ତା ,ନୁଆଁ ହିତାଧିକାରୀ ୧୪ଜଣକୁ ଦିଆଯାଇ ଥିଲା l କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ସାମୁହିକ ମାମଲା ଓ ବ୍ୟକ୍ତିଗତ ମାମଲା ନେଇ ଆସିଥିବା ଆପତ୍ତି ଅଭିଯୋଗ ର ଶୁଣାଣି କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନ ପାଇଁ ନିର୍ଦେଶ ଦିଆଯାଇଛି । ଶିବିରର ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରଭାସ ଚଦ୍ର ଦଣ୍ଡ ସେନା,ନୋଡାଲ ଅଫିସର ସୁଦାମ କୁମାର ସ୍ୱାଇଁ, ଆଡିସିନାଲ ପିଡ଼ି ଚାଳସ ନାୟକ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ, କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାମି ଜୟଶ୍ରୀ ରେଡି,କଣ୍ଟାମାଲ ତହସିଲଦାର ଶ୍ୱେତପଦ୍ମl ଯୋଶୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ,ଇଂ ଜୟମହନ୍ତ , ଗ୍ରାମ୍ୟ ଉନ୍ନୟନ ଭିଭାଗ ର ସହକାରୀ ନର୍ବାହୀ ଯନ୍ତ୍ରୀ ଇଂ ବିଦ୍ୟାଧର ମହାନ୍ତି,ସହକାରୀ ଯନ୍ତ୍ରୀ ଇଂ ଶ୍ୟାମସୁନ୍ଦର ହେମ୍ରମ,ପୂର୍ତ୍ତ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଦୁଷ୍ମନ୍ତ କୁମାର ସାମଲ,ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାଜକିଶୋର ମଳିକ,,ଇଂ ଦିବ୍ୟଲୋଚନ ନାୟକ,ଇଂ ସୁବାଶିଷ ରଥ,ଇଂକାଁହୁ ଚରଣ ସ୍ୱାଇଁ, କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଧରଣୀ କିସାନ, ସହକାରୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ମେହେର,ବିଏସଏସଓ ସୂର୍ଯ୍ୟ ଦାସ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ଦେବେ ମିଶ୍ର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ବିଇଓ ସନୋଜ କୁମାର ସେଠି, ଏ,ଏଚ,ଓ, ଗୋବିନ୍ଦ ଚନ୍ଦ୍ର ସେଠି, ମନମୁଣ୍ଡା ଡାକ୍ତର ଖାନା ର ଡାକ୍ତର ମହେନ୍ଦ୍ର ସାଏ, କଣ୍ଟାମାଳ ଡାକ୍ତର ଖାନାର ଡାକ୍ତର ଜଗଦୀଶ ସେଠି,ବ୍ଲକ ଯୋଗାଣ ଅଧିକାରୀ ପ୍ରଦୀପ କହଁର, ଗ୍ରାମପଂଚାୟତ ଉନ୍ନୟନ ଅଧିକାରୀ ଗୌରୀ ପ୍ରଧାନ,ଏପିଓ ସଂଜିତ କୁମାର ମିଶ୍ର, ଜିଲ୍ଲା ପଂଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି, ,କଣ୍ଟାମାଳ ଥାନାଅଧିକାରୀ ଭାବାନନ୍ଦ ପ୍ରଧାନ,ବ୍ଲକର ସମସ୍ତ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରି ପ୍ରମୁଖ ଉପସ୍ଥିତ ଥିଲେ l ଶିବିରକୁ ନିରୋଜ ପାତ୍ର, ସ୍ୱାଧୀନ କୁମାର ରାଜହଂସ, ପ୍ରଶାନ୍ତ ନାଏକ, ରୋହିତ ନାୟକ , ରିଣ୍ଟୁ ନାୟକୁ ଅରୁଣ ବେହେରl, ଧରମ ବେହେରା, ଗୋବିନ୍ଦ ସାହୁ,ସୁଦାମ ସାହୁ, ସମେତ କଣ୍ଟାମାଳ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow