ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ
କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍ ( ପୂର୍ଣ୍ଣ ଚରଣ ସାହୁ)
କଣ୍ଟାମାଳବ୍ଲକଅନ୍ତର୍ଗତ ମନମୁଣ୍ଡା ପୁଲିସ ପକ୍ଷରୁ ଚଢାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛନ୍ତି l ସୂଚନା ମତେ ମନମୁଣ୍ଡା ପୁଲିସ ମନମୁଣ୍ଡା ଥାନା ଅନ୍ତର୍ଗତ ପଟାଙ୍ଗୀ ଜଙ୍ଗଲ ନିକଟରେ ଚାଲାଣ ପାଇଁ ୧ କୁଇଣ୍ଟାଲ ୪୧ କେ.ଜି ଗଂଜେଇ ରଖା ଯାଇଥିଲା l କୌଣସି ସୂତ୍ରରୁ ମନମୁଣ୍ଡା ଥାନା ଅଧିକାରୀ ଖବର ପାଇ ଏକ ଟିମ ଘଟଣା ସ୍ଥଳରେ ପହଂଚି ଗଂଜେଇ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l
What's Your Reaction?






