ଲିଟିଲ୍ ଫ୍ଲlୱାର ଇଣ୍ଟର ନେସେନାଲ ସ୍କୁଲ୍ ରେ ସ୍ୱାଦିଷ୍ଟ ଖାଦ୍ୟ ପରିବେଷଣ ମହୋତ୍ସବ ପାଳିତ

Dec 16, 2024 - 08:36
 0  11
ଲିଟିଲ୍ ଫ୍ଲlୱାର ଇଣ୍ଟର ନେସେନାଲ ସ୍କୁଲ୍ ରେ ସ୍ୱାଦିଷ୍ଟ ଖାଦ୍ୟ ପରିବେଷଣ ମହୋତ୍ସବ ପାଳିତ

ସୁବର୍ଣ୍ଣପୁର : ଲୋକ ଆବାଜ୍.ଇନ୍(ମନୋରଂଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସୋନପୁର ଧୋବାବାହାଲୀ ସ୍ଥିତ ଲିଟିଲ ପ୍ଲାୱlର ଇଣ୍ଟରନେସନାଲ ସ୍କୁଲ ରେ ସ୍ଵାଦିଷ୍ଟ ଖାଦ୍ୟ ମହୋତ୍ସବ ମହlସମlରୋହ ରେ ପାଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ରନିର୍ଦେଶକ ସନ୍ତୋଷ କୁମାର ପ୍ରଧାନ ମୁଖ୍ୟ ଅତିଥି,ଏବଂ ନୃତ୍ୟ ଗୁରୁ ସାମିଲ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ଵାଦିଷ୍ଟ ଖାଦ୍ୟ ମହୋତ୍ସବ କୁ ଶୁଭାରମ୍ଭ କରିଥିଲେ ।ଏଥିରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ନିଜ ନିଜ ର ବିଭିନ୍ନ ପ୍ରକାର ସୁ ସ୍ୱାଦୁ ଖାଦ୍ୟ ଆଣି ଖାଦ୍ୟ କୁ ପରିବେଷଣ କରିଥିଲେ.l

  ସମସ୍ତ ଶିଶୁ ଙ୍କ ଅଭିଭାବକ ମାନେ ମଧ୍ୟ ବହୁତ ଆନନ୍ଦ ଉଲ୍ଲାସ ସହିତ ସମସ୍ତ ଖାଦ୍ୟ ପରିବେଷଣ ଦୃଶ୍ୟ ର ଉପଭୋଗ କରିଥିଲେ l ଓ ଶେଷରେ ଛାତ୍ର ଛାତ୍ରୀ ଙ୍କ ମା ମାନଙ୍କୁ ନେଇ ଏକ SUPER MOM TALENT ପ୍ରତିଯୋଗିତା ରଖାଯାଇଥିଲା ଓ ଏଥିରେ ବିଦ୍ୟାଳୟ ର ଛାତ୍ରୀ ଆହନା ମିଶ୍ର ଙ୍କ ମା ଯାଜ୍ଞଷିନୀ ମିଶ୍ର ପ୍ରଥମ ବିଜେତା ଭାବେ ଅତିଥି ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ ।ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନନ୍ଦ ଓ ଶିକ୍ଷକ,ଶିକ୍ଷୟତ୍ରୀ ନିଶା,ପାୟଲ,ଚନ୍ଦ୍ରକାନ୍ତି, ବୈଶାଳୀ ,,ରାଜକୁମାର ,ରବିଶଙ୍କର,ଅଲକା,ବିଜୟ ସ୍କୁଲ ର ଅଭିଭାବକ ଅଭିଭାବିକା ମାନେ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow