ଶ୍ରୀ ବିନାୟକ ୟୁଥ୍ କ୍ଳବ୍ ଦ୍ବାରା ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

Oct 24, 2024 - 12:17
 0  30
ଶ୍ରୀ ବିନାୟକ ୟୁଥ୍ କ୍ଳବ୍ ଦ୍ବାରା ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍(ବ୍ୟୁରୋ)

ମ. ରାମପୁର ବ୍ଲକ ଅନ୍ତର୍ଗତ ମୁଡ଼ିଙ୍ଗ ଗ୍ରାମପଞ୍ଚାୟତ ର ପlକେଲପଡା ଗ୍ରାମର ଶ୍ରୀ ବିନାୟକ ୟୁଥ୍ କ୍ଳବ୍ ଦ୍ବାରା ଅଜି ସ୍ୱଚ୍ଛ ଭାରତ ସ୍ୱଚ୍ଛ ଗାଁ ଅଭିଯାନ ପlକେଲପଡା ଅଙ୍ଗନୱାଡି ପରିସରରେ ପରିବେଶ ସଫାଇ ଅଭିଯାନ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅଙ୍ଗନୱାଡି କେନ୍ଦ୍ର ଆଖପାଖରେ ଥିବା ସମସ୍ତ ଅନାବଶ୍ୟକ ଲତା ବୁଦା ସଫା ଓ ରାସ୍ତା କଡରେ ଥିବା ଅଳିଆ ଆବର୍ଜ୍ଜନା ସଫା  କରିବା ଦାୟିତ୍ବ ତୁଲାଇଥିଲା l ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ପରିଷ୍କାର ପରିଚ୍ଛନ୍ନ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ l ଏଥିରେ କ୍ଳବ୍ ର ସଭପତି ଯଶୋବନ୍ତ ଗହିର ସମ୍ପାଦକ ଲକ୍ଷାପତି ଭୋଇ ଏବଂ କ୍ଳବ୍ ର ସମାସ୍ତ କର୍ମକର୍ତ୍ତା ପ୍ରମୁଖ ମିଶି ସାହାଯ୍ୟ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow