ସମିତି ବୈଠକ ରେ ଆଡ଼ଭାନ୍ସ କାର୍ଯ୍ୟକ୍ରମ କୁ ବିରୋଧ କରୁଛନ୍ତି ସରପଞ୍ଚ ଓ ସମିତି ସଭ୍ୟ।

Aug 20, 2024 - 20:18
Aug 21, 2024 - 07:43
 0  28
ସମିତି ବୈଠକ ରେ ଆଡ଼ଭାନ୍ସ କାର୍ଯ୍ୟକ୍ରମ କୁ ବିରୋଧ କରୁଛନ୍ତି ସରପଞ୍ଚ ଓ ସମିତି ସଭ୍ୟ।

ମାଲକାନଗିରି (ଅବଦୁଲ ଗାନିଙ୍କ ରିପୋର୍ଟ , ଲୋକ ଆବାଜ) :

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଶୋଭା ଗୃହ ଠାରେ ପଞ୍ଚାୟତ ସମିତି ମିଟିଙ୍ଗ ଆୟୋଜନ ହୋଇଥିଲା। ଏଥିରେ କୁଡ଼ିଏ ଗୋଟି ଗ୍ରାମପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ। ଭିବିନ୍ନ କାର୍ଯ୍ୟ ର ଖସଡ଼ା କୁ ନେଇ ପାଟିତୁଣ୍ଡ ହୋଇଛି।ବର୍ତମାନ ର ଗୋଷ୍ଠିଉନ୍ନୟନ ଅଧିକାରୀ dr ହିମାଂଚଳ ମାଝୀ ତଥା ସହ କାରି ଯନ୍ତ୍ରୀ ହୃଦ୍ଧାନନ୍ଦ ବାଘ ଙ୍କ ମନମୁଖୀ ପାଇଁ। ଆଜି ସରପଞ୍ଚ କିମ୍ବା ସମିତି ସଭ୍ୟା, ସଭ୍ୟ ଙ୍କ ବିନା ସୂଚନା ରେ  ଟଙ୍କା ଖର୍ଚ୍ଚ କରାଯାଇଛି। ବର୍ତମାନ ମାନର ଗୋଷ୍ଟିଉନ୍ନୟନ ଅଧିକାରୀ ପୂର୍ବରୁ ପଶ୍ଚିମ ଓଡିଶା ବରଗଡ଼ ଧର୍ମଗଡ ରେ କାର୍ଯରତ ଥିଲେ। ସେବଳୀ ସହକାରୀ ଯନ୍ତ୍ରୀ ହୃଦ୍ଧାନନ୍ଦ ବାଘ ଙ୍କ ଘର ମଧ୍ୟ ବରଗଡ଼ ଜିଲ୍ଲାର ବୋଲି ଜଣାଯାଏ। ବର୍ତମାନ ଏଦୁଈ ଜଣ ମିଶି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁ ଜାଣି ଶୁଣି ଦୁର୍ନୀତି କରିବାରେ ଲାଗିଛନ୍ତି। ବର୍ତମାନ ସ୍ବର୍ତ୍ତନ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ ପାଇଁ ଓଡିଶା ସରକାର ପଞ୍ଚଯାରାଜ ଭିବାଗ ସଚିବ ଙ୍କ ଦ୍ୱାରା ମାଲକାନଗିରି ଜିଲାପାଳ ଙ୍କୁ। ଚିଠି ହୋଇଥିବା ବିଶେଷ ସୂତ୍ରରୁ ଜଣାଯାଏ। କିନ୍ତୁ ମାଥିଲି ବ୍ଲକ କାର୍ଯାଳୟ ରେ କୌଣସି ଚିଠି କିମ୍ବା ଅନୁମନ୍ଦନ ହୋଇ ନାହିଁ। କିନ୍ତୁ କାମ ଆରମ୍ଭ ହୋଇଛି। ଆମ ପ୍ରତିନିଧି ସହକାରୀ ଯନ୍ତ୍ରୀ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଛାଡ଼ନ୍ତୁ ଏହା ଏଭଳି ହେବ ବୋଲି କହିଥିଲେ। ଗୋଷ୍ଠିଉନ୍ନୟନ ଅଧିକାରୀ ଫୋନ ର ଉତ୍ତର ଦେଉନାହାନ୍ତି। ଏଥି ପାଇଁ ଆମ ପ୍ରଥୀନିଧି ସୂଚନା ଅଧିକାର ରେ ବାରମ୍ବାର ମାଗିଥିଲେ ମଧ୍ୟ ସୂଚନା ପ୍ରଧାନ କରାଯାଉନି। ମାଥିଲି ବ୍ଲକ ରେ ଜଣେ କନିଷ୍ଟ ଯନ୍ତ୍ରୀ ବିଗତ ଦଶବର୍ଷ ରୁ ଉର୍ଦ୍ଧ ହେବ ମାଥିଲି ବ୍ଲକ ର କୁଡ଼ିଏ ଗ୍ରାମପଞ୍ଚାୟତ ରୁ ଏଗାର ଗ୍ରାମପଞ୍ଚାୟତ ର ଦାୟିତ୍ୱ ରେ ଅଛନ୍ତି।

What's Your Reaction?

like

dislike

love

funny

angry

sad

wow