ହଜିଗଲାଣି ପୁରୁଣା ମାଲବୁହା ଶଗଡଗାଡ଼ି ।ନୂଆପଡ଼ା: ଲୋକ୍ ଆଵାଜ୍.ଇନ୍(ରାମନାଥ ପଣ୍ଡା)

Feb 25, 2025 - 22:40
Feb 25, 2025 - 22:54
 0  14
ହଜିଗଲାଣି ପୁରୁଣା ମାଲବୁହା ଶଗଡଗାଡ଼ି ।ନୂଆପଡ଼ା: ଲୋକ୍ ଆଵାଜ୍.ଇନ୍(ରାମନାଥ ପଣ୍ଡା)

ହଜିଗଲାଣି ପୁରୁଣା ମାଲ ବୁହା ଶଗଡଗାଡ଼ି ।ନୂଆପଡ଼ା: ଲୋକ୍ ଆଵାଜ୍.ଇନ୍(ରାମନାଥ ପଣ୍ଡା)

ଏବେ ଆଉ ଦେଖିବାକୁ ମିଳୁନି ଶଗଡ଼ରେ ମାଳବୁହା ହୋଇ ଅନ୍ୟତ୍ର ମାଲ ପରିବହନ କରିବା କିନ୍ତୁ ଆଜି ଦେଖିବାକୁ ମିଳିଥିଲା ସିନାପାଲି ବ୍ଲକର ମହୁଲ ପଡା ଓ ସାଗୁନଭାଡ଼ି ରାସ୍ତା ମଝିରେ ସେହି ଅତୀତର ଏକ ମାତ୍ର ଭରସା କୃଷକର ତଥା ସମସ୍ତ ଲୋକଙ୍କର ।ସମୟର ପରିବର୍ତ୍ତନ ସାଙ୍ଗକୁ ବିଜ୍ଞାନ ବଳରେ ମଣିଷର ଅଗ୍ରଗତି ମଣିଷ ସମାଜକୁ ଯାନ୍ତ୍ରିକ ପରିବେଶରେ ଠିଆ କରାଇଛି।ବିଜ୍ଞାନ ଯୁଗର ମଣିଷ ପୁରୁଣା ଦିନର ଅନେକ କିଛି ଭୁଲି ଯାଇଛି ପୁଣି ଭୁଲି ସାରିଛି ଅତୀତରେ ବ୍ୟବହାର କରୁଥିବା ବସ୍ତୁ ସମୁହକୁ ।ସମୟ ଥିଲା ଶଗଡ଼ ଗାଡି ମାଧ୍ୟମରେ ଲୋକ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଯାଉଥିଲା,ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ମାଲ ପରିବହନ କରୁଥିଲା,ଅନ୍ୟ ଲୋକଙ୍କ କାମ କରି ଟଙ୍କା ଉପାର୍ଜନ କରି ପରିବାର ପ୍ରତିପୋଷଣ କରୁଥିଲା ହେଲେ ଆଜି ତାହା ହଜି ଯାଇଛି ।

What's Your Reaction?

like

dislike

love

funny

angry

sad

wow