କନ୍ଧମାଳ ବୌଦ୍ଧ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ଲାଗିଲା ମାଓବାଦୀ ବିରୋଧି ପୋଷ୍ଟର

ବାଲିଗୁଡ଼ା: ଲୋକ୍ ଆବାଜ୍ .ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଉପାନ୍ତ ଅଞ୍ଚଳ ସୁଡ୍ରା, ମିଡ଼ିଆକିଆ, ଦୁଲି କିଆ, ବିରାଗୁଡ଼ା ,ସୁଡ୍ରା ,କlମ୍ବlର୍ କିଆ ଛକ ଆଦି ଅଞ୍ଚଳ ରେ କନ୍ଧମାଳ ବୌଦ୍ଧ ଆଦିବାସୀ ନାମକ ଏକ ପୋଷ୍ଟର ରେ ମାଓବାଦୀ ଙ୍କ ବିରୋଧ ରେ ଉଲ୍ଲଖ ଥିବା ପୋଷ୍ଟର ଲଗାଯାଇଛି l କଉ ବ୍ୟକ୍ତି ଏହାକୁ ଲଗାଇ ଛନ୍ତି l ଗ୍ରାମ ବାସୀଙ୍କ ପାଖରେ ସୂଚନା ନାହିଁ l ଛତିଶଗଡ ରେ ମାଓବାଦୀ ମାନେ ପୋଲିସ ଖବରୀ ଦାତା ସନ୍ଦେହରେ ଆଦିବାସୀ ଯୁବକ ଶଙ୍କର ସୋୟମକୁ ହତ୍ୟା କରାଯାଇଥିବା କୁ ବିରୋଧ କରି ଉଲ୍ଲଖ କରାଯାଇଛି l
What's Your Reaction?






