କର୍ଲାମୁଣ୍ଡା ବ୍ଲକ.... ମାଣ୍ଡିଆ ଚାଷ କୁ ପରିଦର୍ଶନ କଲେ ବ୍ଲକ କୃଷି ଅଧିକାରୀ ଓ ସରପଞ୍ଚ

Sep 4, 2024 - 19:45
 0  50
କର୍ଲାମୁଣ୍ଡା ବ୍ଲକ.... ମାଣ୍ଡିଆ ଚାଷ କୁ ପରିଦର୍ଶନ କଲେ ବ୍ଲକ କୃଷି ଅଧିକାରୀ ଓ ସରପଞ୍ଚ

କର୍ଲାମୁଣ୍ଡା: ଲୋକ ଆବାଜ୍.ଇନ(, ପ୍ରଦୀପ ରଣା)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ଚାଲିଥିବା ମାଣ୍ଡିଆ ଚାଷ କୁ ବୁଧବାର ବ୍ଲକ କୃଷି ଅଧିକାରୀ ଓ ପଂଚାୟତ ପ୍ରତିନିଧି ଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର ସିଂ, ସ. ମାଲପଡା ସରପଞ୍ଚ ବରୁଣ ଛତ୍ରୀଆ,ସିଇଓ ଟଙ୍କଧର ନାଏକ,ଶ୍ରୀ ଅନ୍ନ ଅଭିଯାନ ଅତିରିକ୍ତ ବ୍ଲକ ସଂଯୋଜକ ପ୍ରଦୀପ ସାହୁ,ସିଆରର୍ପି ବାଲ୍ମିକୀ ଛତ୍ରୀଆ ଉପସ୍ଥିତ ରହି ଚାଷୀ ଙ୍କୁ ଘାସ ବାଛିବା କୁ ପରାମର୍ଶ ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow