ମାଲକାନଗିରି ଜିଲ୍ଲାରେ ପୁଣି ବୁଡିଲା ପୋଲ

Sep 1, 2024 - 14:12
 0  8
ମାଲକାନଗିରି ଜିଲ୍ଲାରେ ପୁଣି ବୁଡିଲା ପୋଲ

ମାଲକାନଗିରି : ଲୋକ୍ ଆବାଜ୍ .ଇନ୍ ( ଅବଦୁଲ ଗାନି)
ଲଗାଣ ବର୍ଷା ଯୋଗୁଁ  ମାଲକାନଗିରି ଜିଲ୍ଲା ର କାଙ୍କୁରୁ କେଣ୍ଡା ଓ କନ୍ୟାଆଶ୍ରମ ପୋଲ ଉପରେ ଦୁଇ ରୁ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଠାରୁ କାଲିମେଳା ଓ କାଲିମେଳା ଠାରୁ ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଉଭୟ ସ୍ଥାନରେ ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି ।

What's Your Reaction?

like

dislike

love

funny

angry

sad

wow