ସାଂସଦ ପ୍ରତିନିଧି ଭାବେ ମନୋନୀତ ହେଲେ ରଞ୍ଜିତ ସାହୁ

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ସାଂସଦ ଙ୍କ ସୁକାନ୍ତ ପାଣିଗ୍ରାହୀ ଙ୍କ ବାଲିଗୁଡା ବ୍ଲକ ପ୍ରତିନିଧି ଭାବେ ମୋନାନୀତ ହେଲେ ରଞ୍ଜିତ ସାହୁ ଏନେଇ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କନ୍ଧମାଳ ଜ଼ିଲ୍ଲାପାଳ ଓ ବାଲିଗୁଡା ବ୍ଲକ ପ୍ରଶାସନ କୁ ଏକ ଚିଠି ପ୍ରେରଣ କରିଛନ୍ତି l ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରେ ରଞ୍ଜିତ ସାହୁ ସାଂସଦ ଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ l
ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ରଞ୍ଜିତ ଙ୍କୁ ସାଂସଦ ସୁକାନ୍ତ ପାଣିଗ୍ରାହୀ ଦାୟିତ୍ୱ ଦେବାପରେ ବାଲିଗୁଡା ନଗର ବିଜେପି ଓ ବ୍ଲକ ବିଜେପି ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l
What's Your Reaction?






