ସ୍ୱଚ୍ଛତା ହିଁ ସେବା ପଦଯାତ୍ରା ଶୁଭାରମ୍ଭ।

Sep 19, 2024 - 13:42
 0  41
ସ୍ୱଚ୍ଛତା ହିଁ ସେବା ପଦଯାତ୍ରା ଶୁଭାରମ୍ଭ।

ମାଲକାନଗିରି: ଲୋକ ଆବାଜ.ଇନ୍(ଅବଦୁଲ ଗାନି ଙ୍କ ରିପୋର୍ଟ)

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲି ବେଡା ଗ୍ରାମପଞ୍ଚାୟତରେ। ସ୍ୱଚ୍ଛତା ହିଁ ସେବା ୨୦୨୪ ର ସ୍ୱଚ୍ଛତା ପଦଯାତ୍ରା ଶୁଭରାମ୍ବ କରାଯାଇଛି। ଏଥି ସହ ଗ୍ରାମରେ ସଫା କରିବା ଓ ଜମା ହୋଇ ରହିଥିବା ପାଣିକୁ ନିଷ୍କାସନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ଉଦୁଲି ବେଡା ସରପଞ୍ଚ ନନ୍ଦ ଖିଲ, PEO ଅଶୋକ ମହାରଣା, କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ନାୟକ ଙ୍କ ସହ ସାୟଂ ସୟକ ମହିଳା ମାନେ ଓ ଗ୍ରାମ ବାସୀ ଉପସ୍ଥିତ ଥିଲେ। ଏଥି ସହ ଆଗାମୀ ଅକ୍ଟୋବର ୨ ଗାନ୍ଧୀଜୟନ୍ତୀ ଯାଏଁ ଚାଲିବ ବୋଲି ଜଣାଯାଇଛିl

What's Your Reaction?

like

dislike

love

funny

angry

sad

wow