କଣ୍ଟାମାଳ ଶିଶୁମନ୍ଦିରରେ ପରିବାର ପରିଚୟ ବୈଠକ ଅନୁଷ୍ଠିତ

Sep 28, 2024 - 13:02
 0  9
କଣ୍ଟାମାଳ ଶିଶୁମନ୍ଦିରରେ ପରିବାର ପରିଚୟ ବୈଠକ ଅନୁଷ୍ଠିତ

କଣ୍ଟାମାଳ :ଲୋକ ଆଵାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର କଣ୍ଟାମାଳ ରେ ନୂତନ ପରିଚାଳନା ସମିତି ଓ ଅlଚlର୍ଯ୍ୟ ପରିବାର ର ପରିଚୟ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ରେ ପରିଚାଳନା ସମିତି ର ସଭାପତି ଶ୍ରୀଯୁକ୍ତ ଲଳିତ କୁମାର ସାହୁ ଦ୍ଵୀପ ପ୍ରଜ୍ବଳନ କରିଥିଲେ ଓ ସଂକୁଳ ପ୍ରମୁଖ ସନ୍ତୋଷ କୁମାର ବିଶି ଗୁରୁଜୀ ଗୁରୁମାଙ୍କୁ ମାର୍ଗ ଦର୍ଶନ ଦେଇଥିଲେ ଓ ଯୁଗ୍ମ ସମ୍ପାଦକ ମନୋଜ କୁମାର ରାଜହଂସ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ବୈଠକ ରେ ସମ୍ପାଦକ ରଞ୍ଜିପ କୁମାର ସାହୁ ଉପସଭାପତି ଡାକ୍ତର ମାନବ କୁମାର ଦାସ ଓ କୋଷାଧ୍ୟକ୍ଷ ନେତ୍ରାନନ୍ଦ ସାହୁ ଏବଂ ସଦସ୍ୟା ବୀଣାପାଣି ସେଠୀ ଓ ଅନିତା ମହାପାତ୍ର ଉପସ୍ଥିତ ଥିଲେ ଓ ପ୍ରଧାନ ଆଚାର୍ଯ୍ୟ ଭଗବାନ ମନହିରା ସମସ୍ତଙ୍କ ପରିଚୟ କରିଥିଲେ ।

What's Your Reaction?

like

dislike

love

funny

angry

sad

wow