ପଲଶାଗୋରା ମହିଳା କଲେଜ ରେ ତମାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

Dec 20, 2024 - 08:25
 0  6
ପଲଶାଗୋରା ମହିଳା କଲେଜ ରେ ତମାଖୁ ମୁକ୍ତ ସଚେତନତା  କାର୍ଯ୍ୟକ୍ରମ

 କଣ୍ଟାମାଳ :ଲୋକ ଆବାଜ.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ତମାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି ସଚେତନତା କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟକ୍ଷା ମନୀଷା ଚାନ୍ଦ ଙ୍କ ଅଧ୍ୟକ୍ଷାତାରେ ଆୟୋଜିତ ଓ ଏଲ ପ୍ରେମନିଧି ଙ୍କର ପ୍ରଚେଷ୍ଟାରେ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ପଲଶାଗୋର ଚିକିତ୍ସାଳୟର ଭାରପାପ୍ତ ଅଧିକାରୀ ଡାକ୍ତର ସୁନୀଲ କୁମାର ପାଣିଗ୍ରାହୀ ମୁଖ୍ୟ ସଚେତକ ଭାବରେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | କାର୍ଯ୍ୟକ୍ରମରେ ସୁପର ଭାଇଜର ବସନ୍ତ ବାଘ ଉପସ୍ଥିତ ଥିଲେ | ସଭାରେ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଯଥା ଅଶ୍ୱିନୀ କୁମାର ପ୍ରଧାନ , ପୀତବାସ ଦେବତା, ସରୋଜ କୁମାର ମହାକୁଡ଼, ସ୍ଵାଗତିକା ଶର୍ମା, ଏଲ ଅର୍ପଣ କୁମାର ସହଯୋଗ କରିଥିଲେ |ଶେଷରେ ଅଧ୍ୟାପିକା ପଦ୍ମିନୀ ମିଶ୍ର ଧନ୍ୟବାଦ ଦେଇଥିଲେ |

What's Your Reaction?

like

dislike

love

funny

angry

sad

wow