ବିଜୟ ଲଷ୍ମୀ ଗରିବ ଛାତ୍ର କଲ୍ୟାଣ ପାଣ୍ଠି ପକ୍ଷରୁ କୃତି ଛାତ୍ର ଙ୍କୁ ନଗଦ ରାଶୀ ପ୍ରଦାନ

Aug 17, 2025 - 21:18
 0  2
ବିଜୟ ଲଷ୍ମୀ ଗରିବ ଛାତ୍ର କଲ୍ୟାଣ ପାଣ୍ଠି ପକ୍ଷରୁ କୃତି ଛାତ୍ର ଙ୍କୁ ନଗଦ  ରାଶୀ ପ୍ରଦାନ

କର୍ଲାମୁଣ୍ଡା:ଲୋକ ଆବାଜ .ଇନ/ପ୍ରଦୀପ ରଣା ଙ୍କ ରିପୋର୍ଟ)

 କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପ୍ୟାରେଡ଼ ପଡିଆ ଠାରେ ଅନୁଷ୍ଠିତ ୭୯ ତମ ସ୍ୱାଧୀନତା ଦିବସ ଅବସରରେ ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟର ସ୍ବର୍ଗତ ଶିକ୍ଷୟିତ୍ରୀ ବିଜୟ ଲଷ୍ମୀ ପଟ୍ଟନାୟକ ଙ୍କ ନାମରେ ଗଠିତ ବିଜୟ ଲଷ୍ମୀ ଗରିବ ଛାତ୍ର କଲ୍ୟାଣ ପାଣ୍ଠି ପକ୍ଷରୁ ବ୍ଲକ ସ୍ତରରେ ମାଟ୍ରିକ ଟପର ହୋଇଥିବା ତୁମେଶ୍ୱର ସାହୁ ଙ୍କୁ ନଗଦ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ଏପରି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି।

What's Your Reaction?

like

dislike

love

funny

angry

sad

wow