Lok Awaj Mar 21, 2025 0 50
Lok Awaj Jun 1, 2026 0 6
Lok Awaj May 30, 2026 0 68
Lok Awaj May 29, 2026 0 9
Lok Awaj May 25, 2026 0 34
Lok Awaj May 25, 2026 0 11
Lok Awaj Jan 27, 2026 0 41
Lok Awaj Jan 24, 2026 0 81
Lok Awaj Jan 23, 2026 0 41
Lok Awaj Mar 29, 2025 0 53
Lok Awaj Dec 17, 2024 0 61
Or register with email
Join our subscribers list to get the latest news, updates and special offers directly in your inbox
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି lପ୍ୟାରେଡ଼ ପଡିଆ ଠାରେ ଆୟୋଜିତ ବ୍ଲକସ୍ତରୀୟ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷl କୁନି ସାହୁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।ଏଥିରେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ମଣ୍ଟୁ ଖମାରୀ,ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ତହସିଲଦାର ଅରୁଣ ବର୍ଗେ ,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଯୋଗ ଦେଇଥିଲେ।ବ୍ଲକ ସଦର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ପ୍ୟାରେଡ଼ କାର୍ଯ୍ୟକ୍ରମ କୁ ଅବସର ପ୍ରାପ୍ତ ଖେଳ ଶିକ୍ଷକ ବେଣୁ ଧର ନାଗ ପରିଚାଳନା କରିଥିଲେ।
ସଭା କାର୍ଯ୍ୟ ତଥା ପୁରସ୍କାର ବିତରଣ ସଭା ରେ ରେ ଅବସର ପ୍ରାପ୍ତ ସହକାରୀ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ପବିତ୍ର ମୋହନ ପାଶା ,ନୋଡାଲ ୟୁପି ସ୍କୁଲ ର ଶିକ୍ଷକ ରିଟନ୍ ନାଗ ,ସେକ୍ସନ ଅଫିସର ସିବା ନନ୍ଦ ପାତ୍ର, କିରାଣୀ ପ୍ରଦୀପ କୁମାର ମାଝୀ ପ୍ରମୁଖ ପରିଚାଳନା କରିଥିଲେ।କୃତ୍ତି ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା।ତେବେ ତହସିଲ ଅଫିସରେ ତହସିଲଦାର ଅରୁଣ ବର୍ଗେ,ବ୍ଲକ ସଦର ସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ରେ କମିଟିର ଅଧ୍ୟକ୍ଷ ନନ୍ଦି କିଶୋର ଭୋଇ, କୃଷି କାର୍ଯ୍ୟାଳୟ ରେ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ,ପୋଲିସ ଷ୍ଟେସନ ରେ ସବ ଇନ୍ସପେକ୍ଟର ଥବୀର ବରିହା, କର୍ଲାମୁଣ୍ଡା ସଚେତନ ନାଗରିକ କମିଟି ପକ୍ଷରୁ ମୁଖ୍ୟ ଅତିଥି ଭଗବାନ ସାହୁ ଓ ଦଶରଥ ସାହୁ,ରିଂଜା ଠାରେ ସରପଞ୍ଚ ପଞ୍ଚାନନ ବାଗ,ସରଗୁଲ ମାଲପଡା ପଂଚାୟତ ରେ ସରପଞ୍ଚ ବରୁଣ ଛତ୍ରୀଆ, ପତାକା ଉତ୍ତୋଳନ କରିଥିଲେ l
Like
Dislike
Love
Funny
Angry
Sad
Wow
Lok Awaj Sep 14, 2024 0 78
Lok Awaj Feb 5, 2026 0 19
Lok Awaj Nov 20, 2024 0 58
Lok Awaj May 9, 2025 0 1424
Lok Awaj Dec 17, 2024 0 1022
Lok Awaj Aug 28, 2024 0 967
Lok Awaj May 2, 2025 0 733
Lok Awaj Mar 7, 2025 0 660
Lok Awaj Dec 6, 2025 0 45
Lok Awaj Sep 8, 2025 0 33
Lok Awaj Sep 8, 2025 0 82
Lok Awaj Aug 31, 2025 0 50
Lok Awaj Aug 31, 2025 0 60
Vote View Results
Total Vote: 25
View Options
This site uses cookies. By continuing to browse the site you are agreeing to our use of cookies.