ବେହେରାପଡା ଠାରେ ନୁଆଁଖାଇ ଭେଟ ଘାଟ

Sep 22, 2024 - 20:18
 0  21
ବେହେରାପଡା ଠାରେ ନୁଆଁଖାଇ ଭେଟ ଘାଟ

କଣ୍ଟମାଳ:ଲୋକ୍ ଆବାଜ୍‌.ଇନ୍‌(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)

କଣ୍ଟାମାଳବ୍ଲକ ଲମ୍ବସରୀ ପଂଚାୟତଅନ୍ତର୍ଗତ  ବେହେରାପଡା ଠାରେବ୍ଲକ ସ୍ତରୀୟ ଆଦିବାସୀ ସମାଜରନୁଆଁଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଯାଇଛି l ,ଆରିମୂଳ ‌ପ୍ରଗଣା‌ ସଭାପତି ନରୋତ୍ତମ ମଲ୍ଲିକ କଂ ନେତୃତ୍ୱରେ କଣ୍ଟାମାଳ ବ୍ଳକ ର ସମସ୍ତ ଆଦିବାସୀଭାଇ ମାନେ ନୁଆଁଖାଇ ‌ଭେଟଘାଟ ରେ ସାମିଲ ହୋଇଥିଲେ। ଏହି ଭେଟଘାଟ ରେ ବ୍ଳକ ଆଦିବାସୀ ସଭାପତି ଡମ୍ବରୁଧର କହଁର, ସତ୍ୟନାରାୟଣ ମାଝୀ, ରିଙ୍କୁ ମାଝୀ, ବିହାରୀ ମାଝୀ, ନୀଳାଞ୍ଚଳଭୋଇ, ପ୍ରହଲ୍ଲାଦ ଭୋଇ, ଗୋପିନାଥ କହଁର ସଭା କାର୍ଯ୍ୟ ରେ ଯୋଗଦାନ କରିଥିଲେ l ସୁଶାନ୍ତ ମଲ୍ଲିକ,ବିଜୁ ମଲ୍ଲିକ,ବିରେନ ମଲ୍ଲିକ, ହେମନ୍ତ ଛତ୍ରିଆ,କିନ୍ତୁ ବେହେରା,ରାବଣେଶର ବେହେରା ସହଯୋଗ କରି ଥିଲେ l

What's Your Reaction?

like

dislike

love

funny

angry

sad

wow