କୋଶଳ କବି..... ଟଙ୍କ ଧର ନାଏକ ଙ୍କ କଲମରୁ.......

ସକାଳୁ ଉଠଲେ ଲାଗସି
ଆଜିର ଦିନ ଭଳସେ ଯାଏତା କାଏଁ
ହେଲେ କାଏଁ
କରବ
ଯେନତା କେ ହେନ୍ତା.
ସତେ ଲାଗସି ମୁନୁଷ ଜନମ
ହେତିର ଲାଗି ଦେଇଛେ ଭଗବାନ
ଫିର ଦିନ ଭର ର ଚିନ୍ତା ।।:।।
ତାକେ ଧର ତାକେ ମାର
ବୁଆରେ
ସତେ କାଏଁ କାର ଫୁରସତ ନିନ
ହେଲେ ସତ କାଣା ଯାଣିଛ,
କାର କାମ ନିନ କି ଫୁରସତ ଭି ନିନ.
ଲାଗି ବସଲା ନେ
ସାରା ବ୍ରହ୍ମାଣ୍ଡର ଚଲାବାର ଦାୟିତ୍ଵ ମୁଡେ
ଏ ବୁଢ଼ା
ଉଠ ଖଟ ଖସରା ନେ
ହେଟା ସପନ ଆଏ
ଆଏଖ ଖୁଲି ଦେଖ
କିଛି ଭି ନିନ।।:।
What's Your Reaction?






